Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Others Children

4  

Pradesh Pratyush

Others Children

ଭୁଲିଛି ନିଜକୁ

ଭୁଲିଛି ନିଜକୁ

1 min
279


ତୁ ଆସିବା ପରେ ମୁଁ ଫେରିଛି ମୋ ପିଲାଦିନ କୁ 

ପୁଣି ପଢୁଛି ଛବି ବହି ଶିଖୁଛି ଅ ଆ ଇ


ତୁ ଯେବେ ମୋ ସହ ଖେଳୁ 

ମୁଁ ହୋଇଯାଏ ଆତ୍ମବିଭୋର

ସତରେ ଶୈଶବ କେତେ ନିଆରା ନିଷ୍ପାପ ।


ତୁ ଆସିବା ପରେ ମୁଁ ଭୁଲିଛି ନିଜକୁ

ନିରୀହ ସରଳ ନିର୍ବୋଧ ଶିଶୁ ପାଲଟିଛି


ତୁ ଯେବେ ମୋ ସହ ନାଚୁ ଉଠୁ ବସୁ 

ମୁଁ ବି ମିଶିଯାଏ ମଉଜ ରେ ତୋର

ଅର୍ଥ ସ୍ଵାର୍ଥର ଦୁନିଆ ରୁ ହୋଇଯାଏ ବିରତ ।


ତୁ ସୁନ୍ଦର ଉପହାର ଟେ ଠାକୁରଙ୍କର

ତୁ ଅଭୁଲା ଗପ ଟେ ମୋ ଜୀବନର 

ତୁ ମନଜିଣା ଗୀତ ଟେ ମୋ ପ୍ରାଣର

ତୁ ତୃପ୍ତ ମଳୟ ଟେ ମନ ଉପବନ ର।

    


Rate this content
Log in