ବଡ ଓଷା
ବଡ ଓଷା
କାର୍ତ୍ତିକ ମାସର ବଡ ଓଷା ପର୍ବ
ପାଳିତ ହୁଅଇ ଜ।ଣ
କେତେ କେତେ ଖୁସି ମଉଜ ଭିତରେ
ବୁଡ଼ିଣ ରହନ୍ତି ଜନ ।
ଜୀବନ ଯାତ୍ରା ରେ ପାରମ୍ପରିକତା
ପିଠା ପଣା କ୍ଷୀରି ପୁରୀ
ପଲାଉ ଇତ୍ୟାଦି ବହୁ ପ୍ରକାର ର
ଖାଦ୍ୟ ଦ୍ରବ୍ୟ ଥାଉ ଖାଇ ।
ପାଳନ ନିମନ୍ତେ ନୀତି ନିୟମ ରେ
ଖୁସି ଆମୋଦ ରେ ମାତି
ବଡ ଓଷା ପର୍ବ ପାଳନ କରନ୍ତି
ପୂଜାର ମାହାତ୍ମ୍ୟ ଘେନି ।

