Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Others

3  

Kshyama sagar Prusty

Others

ବାପା ମୋର ପରିଚୟ

ବାପା ମୋର ପରିଚୟ

1 min
178


ମୋର ପ୍ରଥମ ପୂଜନୀୟ ଚିର ନମସ୍ୟ l

ବାପା ତୁମେ ମୋର ପରିଚୟ ll

ମୋର ପ୍ରଥମ ଶିକ୍ଷକ ପଥ ପ୍ରଦର୍ଶକ l

ବାପା ତୁମେ ମୋ ଉଜ୍ଜଳ ଭବିଷ୍ୟତର ମାର୍ଗଦର୍ଶକ ll

ପିଲାଦିନେ ଥିଲି ମୁଁ ଟିକେ ଦୁଷ୍ଟ ପୁଅ l

ମୋ ଅଳି ଅଝଟ ସବୁ ସହିଯାଅ ll

ଯେବେ ଦୁଷ୍ଟାମୀ ବଢିବା ଦେଖିନିଅ l

ତେନ୍ତୁଳି ଛାଟ ଦେଖେଇ ଅବାଟରୁ ବାଟକୁ

ମୋ ହାତ ଧରି ପାଛୋଟି ନିଅ ll

ଯେବେ ରାଗେ ରୁଷେ ବଜାରୁ

ମୋ ପ୍ରିୟ ଖେଳନା ଆଣିଦିଅ l

ବାପା ତୁମେ କୋଉ ସୁପର ହିରୋଠୁ କମ୍ ନୁହଁ ll

ନ କହିବା ପୂର୍ବରୁ ମୋର ମନକଥା ସବୁ ଜାଣି ନିଅ l

ମୋର ସବୁ ମନସ୍କାମନା ପୂର୍ଣ୍ଣ କରିଦିଅ ll

ମୋର ସବୁ ମନସ୍କାମନା ପୂର୍ଣ୍ଣ କରିଦିଅ l



Rate this content
Log in