STORYMIRROR

Kshyama sagar Prusty

Others

3  

Kshyama sagar Prusty

Others

ସ୍ମୃତି ଓ ତୁମେ

ସ୍ମୃତି ଓ ତୁମେ

1 min
131


ତୁମେ ଚାଲିଗଲା ପରେ

ସ୍ମୃତି ଆଇନାରେ

ଲେଖା ମାଧ୍ୟମରେ

ଘର ତୋଳିଥିଲି 

ପାଠକଙ୍କ ହୃଦୟରେ..l


ସ୍ମୃତି ଆଇନାରେ

ପ୍ରୀତି ନୌକାରେ

ତୁମକୁ ଦେଖିଲି 

 ସେହି ସୁନେଲି ସନ୍ଧ୍ୟାରେ..l


ସୁନୀଳ ଆକାଶରେ

ସୁର୍ଯ୍ୟାସ୍ତପରେ

ପ୍ରୀତି ନୌକାରେ 

ତୁମରି ସାଥୀରେ

ନିଜକୁ ପାଇଲି

କାଳିଜାଈ ନଦୀ ତୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍