Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Inspirational Others

4  

Kshyama sagar Prusty

Inspirational Others

ମାଉସୀ ମାଆ

ମାଉସୀ ମାଆ

1 min
201



ଶୁଣିଥିଲି ମାଆର ଅଧା ମାଉସୀ

ମାଆ ବୋଲି l

ତାହା ମୁଁ ନିଜେ ଅନୁଭବ କଲି ll

ଜନମ ଦେଇନ ସିନା ଦେଇଛ ସ୍ନେହ

ତମ ମୁହେଁ ଦେଖିଛି ମୋ ମାଆର ମୁହଁ l

ଦେବକୀ ହୋଇ ଜନମ ଦେଇନ ସିନା

ହେଲେ ଯଶୋଦା ମାଆ ଠୁ କମ୍ ନୁହଁ ll

ମାଟିଠୁ ମହାନ ଆକାଶଠୁ ବଡ

ତୁମ ହୃଦୟ l

ତୁମ ସନ୍ତାନ ମାନଙ୍କଠୁ ଦେଇଛ

ମତେ ଅଧିକ ସ୍ନେହ ll

ଆଜିବି ମନେପଡେ ତୁମ କୋଳେ

ବିତିଥିବା ସେଇ ସମୟ l

ତୁମ ହାତ ତିଆରି ପୋଡ଼ ପୀଠା

ବାସେ ମହ ମହ ll

ତୁମେ ମୋ ମାଆ ପରି

ସୁପର ମମ୍ ଠୁ କମ୍ ନୁହଁ l

ଆଜି ବିଶ୍ୱ ମାତୃ ଦିବସରେ 

ତୁମକୁ ହୃଦୟରୁ ଭୂମିଷ୍ଠ ପ୍ରଣାମ ll


Rate this content
Log in

Similar oriya poem from Inspirational