Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Others

3  

Kshyama sagar Prusty

Others

ଜହ୍ନ ଖୋଜୁଛି ନିଜ ଛାଇ

ଜହ୍ନ ଖୋଜୁଛି ନିଜ ଛାଇ

1 min
187



ପଙ୍କରୁ ଉଦ୍ଧାରିବା ପାଇଁ

କଢିର ରୂପ ନେଇ

ଜହ୍ନର ବାଟ ଚାହିଁ l

ଫୁଲ ହୋଇ ଫୁଟିବା ପାଇଁ

ଠିକଣା ଖୋଜୁଛି ଫୁଲ କଇଁ ll

ଏଇ ଦେଖ ସେଇ ଜହ୍ନ

ଆକାଶୁ ରହିଛି ଚାହିଁ l

କେବେ ପଙ୍କରୁ ପ୍ରସ୍ଫୁଟିତ ହେବ

ଫୁଲକଇଁ ll

କଇଁର ମୁହଁ ଟିକେ

 ଦେଖିବାପାଇଁ l

ପୋଖରୀ ଗଭୀର ଜଳେ

ଜହ୍ନ ଖୋଜୁଛି ନିଜ ଛାଇ ll

ଯେବେ ପୂର୍ଣ୍ଣମୀର ପୂର୍ଣ୍ଣଜହ୍ନ

ଅମାବାସ୍ୟା ଅନ୍ଧକାରେ

ଯାଏ କ୍ଷୟ ହୋଇ l

ଯେବେ ପଶ୍ଚିମାକାଶେ ଜହ୍ନ

 ଯାଏ ଅସ୍ତ ହୋଇ ll

ପଙ୍କରେ ରହି ଜହ୍ନକୁ ଚାହିଁ 

ବିଚରା କଇଁ କାନ୍ଦୁଛି କଇଁକଇଁ l


Rate this content
Log in