STORYMIRROR

Kshyama sagar Prusty

Children Stories Others

3  

Kshyama sagar Prusty

Children Stories Others

ମାଆ ର ପଣତ

ମାଆ ର ପଣତ

1 min
204


ମା ର ସ୍ନେହ ମମତା 

ମନେ ପଡେ ଆଜି 

ସେହି ପିଲାଦିନ କଥା l

କେତେ ଅଳି ଅଝଟ l

ନଦୀ ଗାଧୁଆ ତୁଠ l

ମାଆ ର ପଣତ ଶ୍ରୀମନ୍ଦିର ନେତ l

ପଣତକାନି ତଳେ ମିଳେ ସରଗ ସୁଖ l

ଯେବେ ହୁଏ ମୁଁ ବେଶୀ ଦୁଷ୍ଟ l

ଖୋଜାପଡେ ମୋ ପାଇଁ ତେନ୍ତୁଳି ଛାଟ l

ବାପାଙ୍କ ହାତେ ଦେଖି ବେତ l

ଖୋଜେ ଏଇ ଆଖି ମାଆ ର ପଣତ

ଖୋଜେ ଏଇ ଆଖି ମାଆ ର ପଣତ l


Rate this content
Log in