STORYMIRROR

Nirupama Tarai

Inspirational

4  

Nirupama Tarai

Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
319

ଆସରେ କରିବା ବୃକ୍ଷ ରୋପଣ

ନ କାଟିବା ଗଛ କରିବା ପଣ।

ବୃକ୍ଷ ଆମର ଅଟେ ଜୀବନ,

ଖାଦ୍ୟ, ବସ୍ତ୍ର, ବାସଗୃହ ସମାନ।୧।

ଅମ୍ଳଜାନ ଗ୍ୟାସ ଦିଏ ଯୋଗାଇ,

ପଥିକ ଦିଏ ଗଛର ଛାଇ।

ଗଛକାଟି କରୁ ରାଜ ଉଆସ,

ପୃଥିବୀରେ ବୃକ୍ଷ ହୋଇବ ଶେଷ।୨।

ରେଳ ପଥ କୁ , କଳକାରଖାନା ମାନ

ରାଜ ରାସ୍ତା କୁ ସଡକମାନ।

ସମସ୍ତେ ମିଶି ଶପଥ ନେବା,

ବୃକ୍ଷ ରୋପଣ କୁ ଆଗେଇ ନେବା।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational