ଭାରତ ମା
ଭାରତ ମା
ଭାରତ ଆମର ମାତୃଭୂମି ପୁଣି
ସେନେହମୟୀ ଜନନୀ
ବିଭିନ୍ନ ପ୍ରକାର ଭାଷାଭାଷୀ ଲୋକ
ଧର୍ମ ର ପ୍ରତିଷ୍ଠା କାରିଣୀ
ସଂସ୍କୃତ ଓ ପରମ୍ପରା ନେଇ
ଦୁର୍ଲଭ ସମ୍ପଦ ଦାୟିନୀ।
ସଭିଙ୍କ ଦୁଃଖ ବିନାଶ କାରିଣୀ
ଆନନ୍ଦ ପ୍ରଦାନ କାରିଣୀ
ଅଧର୍ମ ନାଶି ସଂସାର ମଧ୍ୟରେ
ଧନ୍ୟ ଗୋ ତୁମେ ଜନନୀ ।
