Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Tarai

Romance

3  

Nirupama Tarai

Romance

ସମ୍ପର୍କର ପ୍ରତିଧ୍ୱନୀ

ସମ୍ପର୍କର ପ୍ରତିଧ୍ୱନୀ

1 min
116


ତୁମ ପ୍ରତିଛବି ମନରେ ଆଙ୍କୁଛି

ହୃଦୟ ମଧ୍ୟରେ କରି କଳ୍ପନା,

କେମିତି ବର୍ଣ୍ଣନା କରିବି ତୁମକୁ

ଜୀବନର ପ୍ରତିକୋଣରେ ସିନା ।


ତୁମକୁ ନେଇ ମୁଁ କେତେ ସ୍ବପ୍ନ ଦେଖେ

ସତ କରିବି ମୁଁ ଜାଣି ପାରେନା

ତୁମ ଆଗମନ ଉଲ୍ଲାସ ଆଣଇ

ଗମ୍ଭୀର ଶବ୍ଦରେ କରେ ରଚନା ।


ଭଲପାଇବାର ମହତ୍ତ୍ଵ ରଚାଇ

ଆତ୍ମାକୁ ମୋର କରେ ମୂର୍ଚ୍ଛନା

ପ୍ରତିଧ୍ୱନୀ ତୁମ କେମିତି ଆଙ୍କିବି,

ଅସୁମାରୀ ସ୍ବପ୍ନ ଦେଖୁଛି ସିନା ।


Rate this content
Log in

Similar oriya poem from Romance