STORYMIRROR

Nirupama Tarai

Romance

3  

Nirupama Tarai

Romance

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
222


ପ୍ରେମ ଏକ ସୁନ୍ଦର ଅନୁଭୂତି 

ଅଦ୍ଭୁତ ଏହାର ଚେତନା ଶକ୍ତି 

ପ୍ରେମ ଥାଏ ରାଗ,ରୋଷ, ଘୃଣା

ପ୍ରତୀକ୍ଷାରେ ଯାଏ ଜୀବନ ବିତି।


ପ୍ରେମର ରଙ୍ଗ ନିଆରା ହୋଇ

ଆଲୋକ ମୟ କରୁଛି ନିତି।

ଜୀବନର ପଥ ବହୁଦୂର,

ପ୍ରତୀକ୍ଷାରେ ଅନ୍ତ ଘଟିଛି ଏଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance