STORYMIRROR

Nirupama Tarai

Fantasy Inspirational

3  

Nirupama Tarai

Fantasy Inspirational

ସାଇ ବାବା

ସାଇ ବାବା

1 min
161

ବିଶାଳକାୟ ବଟବୃକ୍ଷ ଟିଏ

ନକରିବେ ପଛେ ନାହିଁ

ଛୋଟ ହେଉ ପଛେ ତୁଳସୀ ଗଛ ଟେ

କରିଦିଅ ମୋତେ ସାଇ l


ମହାସାଗର କି ସମୁଦ୍ର ପଛକେ

ନ କରିଲେ ପଛେ ନାହିଁ

ଛୋଟ ହେଉ ପଛେ କ୍ଷୁଦ୍ର ନଦୀ ଟିଏ

କରିଦିଅ ମୋତେ ସାଇ l


ବଡ଼ ହେଲେ ହେଉ ଦୂର ପାହାଡ଼ ଟେ

ନ କରିଲେ ପଛେ ନାହିଁ

ଛୋଟ ହେଉ ପଛେ ଧୂଳିକଣା ଟିଏ

କରିଦିଅ ମୋତେ ସାଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy