STORYMIRROR

Nirupama Tarai

Classics Fantasy

4  

Nirupama Tarai

Classics Fantasy

ହୋଲି

ହୋଲି

1 min
402


ଆସିଛି ହୋଲି ଦେଖରେ ନେଇ

ନାନା ପ୍ରକାର ର ରଂଗ ରଙ୍ଗୋଲୀ

ସାଙ୍ଗ ସାଥି ମାନେ ଏକଜୁଟ ହୋଇ

ଆନନ୍ଦ ଉଲ୍ଲାସ ଖେଳିବା ହୋଲି।୧।


ପାଣି ଓ ପଣାର ସମାହାର ହୋଲି ରେ

ନ ରଖି ପାରେ କାହାକୁ ଦୂରେ।

ଭାତୃ ବନ୍ଧନକୁ ସୁଦୃଢ କରେ

ଜୀବନ କୁ ହୋଲି ରଙ୍ଗୀନ କରେ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics