STORYMIRROR

Nirupama Tarai

Abstract

3  

Nirupama Tarai

Abstract

ମୋ ଜଗା

ମୋ ଜଗା

1 min
228


ହାତ ନଥାଇ ବି ମହାବାହୁ ହୋଇ

ଜଗତକୁ ହାତେ ଧରିଛ

ପାଦ ନଥାଇବି ଜଗତ କରତା

ସୁନାର କଠାଉ ପିନ୍ଧୁଛ।


କାନ ନଥାଇ ବି ମହାପ୍ରଭୁ ତୁମେ

ସଭିଙ୍କ କଥା କୁ ଶୁଣୁଛ।

ସୁନ୍ଦର ଚାରୁ ଚିତ୍ରପଟ ରେ

ସଭିଙ୍କର ମନ ମୋହୁଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract