STORYMIRROR

Nirupama Tarai

Romance

3  

Nirupama Tarai

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
114


କି ସୁନ୍ଦର ପୁଣି ଆନନ୍ଦମୟ

ଅଭୁଲା ପ୍ରେମ ଭାଷା

ଜୀବନର ପ୍ରତିକୋଣରେ ରହି

ଗଢୁଥାଏ ନୂଆ ଆଶା


ପ୍ରେମର କଳନା କରିଲେ

ଅଭାବ ପଡିବ ଶବ୍ଦର ଭାଷା

ଅମୂଲ୍ୟ ସୃଷ୍ଟି ଅବଦାନ ହୋଇ

ସଭିଙ୍କ ମନରେ କରିଛି ବସା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance