Click here for New Arrivals! Titles you should read this August.
Click here for New Arrivals! Titles you should read this August.

Kumarlal Rana

Romance


4.5  

Kumarlal Rana

Romance


କୁରାଳ ପତାକା

କୁରାଳ ପତାକା

1 min 367 1 min 367

ଆମ ହିତେ ଜାଗେ ଆମ ପତାକା l

ଆମ ଲାଗି ଆମ  ବଡ଼ ମଉକା l

 ଉଡାଇ  ପତାକା ରଖାଇ   ବାନା l

କୁମ୍ଭାର ମାଟିର ହସିବ  ସୁନା l

ମାଟିରେ ଗାଇବା ରାହାସ   ଗୀତ l

କୁମ୍ଭାର ପତାକା ହୋଇବ  ମିତ l

ମାଟିରେ ଖେଳିବା ହସିବା  ମୁଖେ l

ବାନା ଉଡୁଥିବା ଆମ ସମ୍ମୁଖେ l

ଦେଖ   ତ  ଆମର ପତାକା ଦେଖ l

କୁମ୍ଭାର କୁଳର ମହିମା ଟେକ l

ପତାକା ଆମର କେଡେ ସୁନ୍ଦର l

 ସଂଗୀତ ଗାନରେ  ମହକ   ସାର l

ନିରାକାର ବିଷ୍ଣୁ ଆମରି  ପାଇଁ l

 ଆମ ରୁଦ୍ରପାଳ ବାନା   ଯୋଗାଇ l

ଜୟ ରୁଦ୍ରପାଳ କୁମ୍ଭାର ବଂଶୀ l

ଅଶେଷ ମହିମା ଦିଅଇ ହସି l

କୁରାଳ  ବ୍ରହ୍ମର ଆଦି  ଦେବତା l

 ରୁଦ୍ରପାଳ ନାମେ ବଢ଼େ  ଏକତା l



Rate this content
Log in

More oriya poem from Kumarlal Rana

Similar oriya poem from Romance