STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

କଳା ନାଉରୀ କରିଦେ ପାରି

କଳା ନାଉରୀ କରିଦେ ପାରି

1 min
158


ଏ ଭଵ ସାଗରୁ ହୋଇଵାକୁ ପାରି

କରିଛି ତୋତେ ଭରସା

ତୁହି ମୋର ନାଵ ଵାହିନେ କାଳିଆ

ମନରେ ବାନ୍ଧିଛି ଆଶା

ରେ କଳା ନାଉରୀ କରିଦେ ପାରି ।


ଜଞ୍ଜାଳ ଝ୍ଞା ସଦା ଵହି ଚାଲିଛି

ନାଵ ମୋର ବୁଡି ଯିଵ

ତୋତେ ମୁଁ ସାହାରା କରିଛି

ମନେ ଆଶା କରିଛି

ରେ କଳା ନାଉରୀ କରିଦେ ପାରି ।


ଶୁଣିଛି ତୁହି ଅଟୁରେ ଭକତ ଵନ୍ଧୁ

ତୁରେ କରୁଣା ସିନ୍ଧୁ

ଆଶା ଭରସା ମୋହର ଅଟୁ କାଳିଆ

ମୋ ନାଵଵାହି ନେ କାଳିଆ

ରେ କଳା ନାଉରୀ କରିଦେ ପାରି ।



Rate this content
Log in

Similar oriya poem from Classics