STORYMIRROR

SAHADEV PARIDA

Others

3  

SAHADEV PARIDA

Others

କହିବି ପ୍ରଭୁ

କହିବି ପ୍ରଭୁ

1 min
188

କହିବି ପ୍ରଭୁ କାଳିଆ ଠାକୁର

ସୁଖ ଦୁଃଖ କିଆଁ ରଖିଲ

ହସ କାନ୍ଦ କିଆ ଯୋଡିଛ ହେ ପ୍ରଭୁ

କାହିଁକି ଏପରି ଵିହିଲ

ହେ  କଳା ଠାକୁର ହେ  କଳା ଠାକୁର।।


ଭଲ ମନ୍ଦ ଶବ୍ଦ କାହିଁକି ଭେଇଲ

ବୁଦ୍ଧିର ଓ ବିଵେକ ଦେଲ

ଶୁଦ୍ଧ ଅଶୁଦ୍ଧ ଭାବନାକୁ ଦେଲା

କାହିଁକି ଏ ପରି ଵିହିଲ

ହେ କଳା ଠାକୁର ହେ କଳା  କଳା ଠାକୁର।।


ଭଲ ଗୁଣ ଯଦି ସଭିଙ୍କୁ ଦେଇଥାନ୍ତ

କିମ୍ପା ହୁଅନ୍ତୁ ଆମେ କଲବଲ

ତୁମରି ଭାବରେ ତୁମରି ପ୍ରେମରେ

ଵୁଡାଇ ରଖି ଥାନ୍ତ

ହେ  କଳା ଠାକୁର ହେ କଳା ଠାକୁର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍