ଶ୍ରୀ ଗଣେଶଙ୍କ ଵନ୍ଦନା
ଶ୍ରୀ ଗଣେଶଙ୍କ ଵନ୍ଦନା
1 min
202
ଜୟ ଜୟ ଗଣନାଥ ବିଘ୍ନଵିନାସନ
ଗୈାରୀ ନନ୍ଦନ ପ୍ରଭୁ ଆହେ ଗଜାନନ।
ଏକ ହସ୍ତେ ଅଙ୍କୁଶ ଆବର ହସ୍ତେ ଖଡ୍ଗ
ଏକ ହସ୍ତେ ମୁକ୍ତା ମାଳ ଏକଅଭୟ କର ।
ଦୂଵ,ଵରପତ୍ର,ସହ ବେଲପତ୍ର ଦେଇ
ଯେ ପୂଜନ କରେ ତଵପାଦ ବିପଦ ନପଡଇ।
ତବ ନାମ ସ୍ମରଣ ରେ ସର୍ଵ ଶୁଭ ହୁଏ
ଅଗ୍ରପୂଜ୍ୟ ଗଣେନାଥ ସର୍ଵଠାରେ ପାଏ।
ଲଡୁ କଦଳୀ ଶାକର ନଡ଼ିଆ ସର୍ବ ଫଳ
ନୈବେଦ୍ୟ ଅରପିଲେ ହୁଅଇ ସୁଫଳ ।
ବିଦ୍ୟା ବୁଦ୍ଧି ପ୍ରଦାୟକ ହେ ମୂଷିକ ବାହାକ
ପ୍ରତି ଦିନ ସୁମରିଲେ ମିଳିଥାଏ ସୁଖ।
