STORYMIRROR

SAHADEV PARIDA

Others

2  

SAHADEV PARIDA

Others

ଵନ୍ଦନା

ଵନ୍ଦନା

1 min
83

ଜୟ ଗଣନାଥ ଦେଵ ଅଗ୍ରପୂଜ୍ୟ

ବିଦ୍ୟା ଵୁଦ୍ଧି ପ୍ରଦାୟକ ଦେବଙ୍କ ନାୟକ 

ସର୍ବ ଶୁଭ ପ୍ରଦାୟକ ସର୍ଵ ଦୁଃଖ ହାରକ

ଅଭୟ ଦାୟକ ତୁମେ ମୂଷିକ ଵାହାକ 

ଅଯୋନି ସମ୍ଭୂତ ପ୍ରଭୁ ଗୈାରୀ ନନ୍ଦନ

ଦେଵ ଦେଵ ମହାଦେବ ଦୁଷ୍ଟ ସଂହାରକ। 

ତୁମ ନାମ ସ୍ମରଣ ରେ କଷ୍ଟ ହୁଏ ଦୂର

ଗର୍ବ ଅହଙ୍କାର ତୁମେ କରି ଥାଅ ଚୂର

ଏକ ହସ୍ତେ ଅଙ୍କୁଶ ଆବର ହସ୍ତେ ଖଡ୍ଗ

ଆହାଃ କି ସୁନ୍ଦର ବେଶ ଗଳେ ରତ୍ନ ହାର ।

ତୁମ ନାମ ଧରେ ଯିଏ ଅଭୟବର ପାଏ

ସକଳ କାର୍ଯ୍ୟ ତାହାର ର୍ନିଵିଘ୍ନରେ ହୁଏ

ସର୍ଵଦେଦ ଅଗ୍ରପୂଜ୍ୟ ହେ ଗଣନାଥ

ତୁମ କୁ ସ୍ମରଣ ମାତ୍ରେ ଶୁଭଫଳ ପ୍ରାପ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍