STORYMIRROR

SAHADEV PARIDA

Inspirational

3  

SAHADEV PARIDA

Inspirational

ମୁଁ ତୁମ ଅଗଣାରେ

ମୁଁ ତୁମ ଅଗଣାରେ

1 min
188

ତୁମରି ଅଗଣାରେ ମୁଁ 

ତୁମ ଅଗଣାରେ ବାସନା ନିଆରା

ଦହଣା,ଚୂନା, ଚନ୍ଦନ ରଵାସ

ଆଉ ଚହଟେ ତୁଳସୀ।

ମନ ଭାବ ଭକ୍ତିର ବାପାକୁ ଧରି

ତୁମକୁ ସମର୍ପିତ କରେ

ଖୋଲା ହୃଦୟରେ ଜଣାଣ ଗାଇ

ଆତ୍ମ ଵିଭେର ହୁଏ ।

ମୁଁ ତୁମ ଅଗଣାରେ ନିଜକୁ ହଜାଇ

ତୁମ ପାଦରେ ଶରଣାପନ୍ନ

ସବୁଦିନ ପାଇଁ ତୁମରି ଅଗଣାରେ

ସ୍ଥାନ ଦିଅ ମୁଁ ପଶିଛି ଶରଣ ।।


Rate this content
Log in

Similar oriya poem from Inspirational