STORYMIRROR

Amar Malik

Classics

3  

Amar Malik

Classics

ମୋ ଓଡ଼ିଶା

ମୋ ଓଡ଼ିଶା

1 min
135

ମୋ ଓଡ଼ିଶାର ପାଣି ପବନ କେତେ ଯେ ମନୋହର

ମୋ ଓଡ଼ିଶାର ବେଶଭୂଷା ଲାଗେ କେତେ ସୁନ୍ଦର।


ଭାରି ମଧୁର ଲାଗେ ମୋ ଭାଷା ଆତ୍ମା ହୁଏ ଶାନ୍ତି

ମୋ ସଂସ୍କୃତି ବିଶ୍ବ ପ୍ରସିଦ୍ଧ ସୁନ୍ଦର ମୋ ମାଟି।


ମୋ ପଖାଳ ଯିଏ ଖାଇଚି ସିଏ ଜାଣିଚି ମଜା

ମୋ ଜାଗା କୁ ଯିଏ ଦେଖିଚି ତା ପାଇଁ ସରଗ ଜାଗା।


ମୋ ରଜ ଦୋଳି ଦୋଳ ମେଲଣ ଆଉ ରାସ ଗୀତ

ଯିଏ ଶୁଣିଛି ସେ ଜାଣିଚି ଏକା ଯେ ଜଗନ୍ନାଥ।


ମୋ ଗୌରବ ପୁରୀ କୋଣାର୍କ ଆହୁରି ଚଦ୍ରଭାଗା

ମନ୍ଦିର ମାଳିନୀ ଦେଶ ଯେ ମୋର ରାଜା ଏଇଠି ଜଗା।


ମୋ ରଥ ଯାତ କେତେ ଭକ୍ତ ସବୁ ମୋ ପରମ୍ପରା

ଓଡ଼ିଆ ବୋଲି ଗର୍ବ ମୁ କରେ ସବୁ ଏଇଠି ଭରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics