STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଡ଼ଙ୍ଗା

ଡ଼ଙ୍ଗା

1 min
201

କାଠ ରେ ତିଆରି ଆହୁଲା ମାରି ମାରି 

ବହିନେଉଥିଲା ଡ଼ଙ୍ଗା ପୁଣି ନାଆ ସେ ନାଉରୀ 

ଵର୍ଷା ଆସିଲେ ପିଲେ କାଗଜେ କରି ତିଆରି 

ଭସାନ୍ତି ସୁଅରେ ଯାଏ ଥିରି ଥିରି 

କାର୍ତ୍ତିକ ପୂର୍ଣ୍ଣମୀ କଦଳୀ ବାହୁଙ୍ଗା ଡଙ୍ଗା 

ମନେ ପକାଏ ସାଧବ ଯାଉଥିଲେ ଦରିଆ ସେପାରି 

ବିଦେଶରୁ ବାଣିଜ୍ୟ ର ଆମଦାନୀ କୁ ପ୍ରସାରୀ 

ଯୁଗ ଅନୁସାରେ ଡ଼ଙ୍ଗା କଳେବର ପଡୁଛି ଉତୁରି 

ମାଆ କାଳିଜାଇ ଇତିହାସ ମନରେ ବତୁରି 

ଭସାପୋଲ ଅବା ଫେରି, ତଳେଇ ଗଲାଣି ଅପସରି 

ମାଛମାରେ ନୋଳିଆ ଭାଇ ହୁଲି ଡଙ୍ଗାକୁ ସାହାରା କରି 

ଜୀବନର ଡ଼ଙ୍ଗା ଯେମିତି ପ୍ରତ୍ୟକ ପ୍ରତିଦିନ ନିଅନ୍ତି ବାହିକରି. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics