STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ମଳମାସ 

ମଳମାସ 

1 min
0


ମଳମାସ ବା ପୁରୁଷୋତ୍ତମ ମାସ 
ଦାନ ଧର୍ମ ଦକ୍ଷିଣା କର୍ମ ଅଟେ ପୁଣ୍ୟ 
ଭଗବାନ ବିଷ୍ଣୁ ଓ ଶ୍ରୀଜଗନ୍ନାଥଙ୍କ ଧ୍ୟାନ 
ଅମୁଁହ୍ନା ଦେଉଳେ ମଳ ଦେବତାଙ୍କୁ ଦାନ 
ନଡ଼ିଆ ଗୁଆ କଦଳୀ ଭୋଗ ସହିତ ଦୀପ ଦାନ 
ଗରିବଙ୍କୁ ଅନ୍ନ ଦେଇ କରିବା ପୁଣ୍ୟ 
କର୍ମ ରେ ଲୟ କର୍ମ ହିଁ ଜୟ କର୍ମ ମହାପୂଣ୍ୟ 
ତିନିଶହ ପଞ୍ଚଷଠୀ ସୂର୍ଯ୍ୟ ଙ୍କ ଘୁର୍ଣ୍ଣନ 
ତିନିଶହ ଚଉବନ ଚନ୍ଦ୍ରଙ୍କ ଆନନ୍ଦ ପୂର୍ଣ୍ଣ 
ବାକିଥିବା ଏଗାର ଦିନ ମଳମାସ କହି 
କରିଯିବା ଦାନ ପୁଣ୍ୟ ସାର୍ଥକ ହେବ ଜୀବନ 
ଆଶା ହେବ ପୂର୍ଣ୍ଣ ନିର୍ଣ୍ଣୟ ସମାପନ 
ଅମୁଁହାଁ ଦେଉଳେ ଜାଳି ଦୀପ ବତୀ 
କରିଯିବା ଧ୍ୟାନ ଦେବା ଦାନ ହେବ ପୁଣ୍ୟ 
ମଳ ମାସେ ନେଇ ବିଷ୍ଣୁଙ୍କ ନାମ 
ଅଶୁଭତ୍ୱ ହେବ ଶୁଭ ରେ ପରିପୂର୍ଣ୍ଣ 
ବାରଣ କାରଣ ନୁଁହଁ ମାସ ମଳ 
ମନ ମୁନ ଚୈତନ୍ୟ କରି ପରିମଳ 
ଏପ୍ରିଲ ରୁ ଜୁନ ଏହି ମଳମାସ ଏଗାର ଦିନ 
ତାତ୍ଵିକ ସାତ୍ଵିକ ଭକ୍ତି ଭାବନାରେ  ସମାପନ 
ନିର୍ଣ୍ଣୟ ଓ ନିର୍ଣ୍ଣାୟଙ୍କ ଭକ୍ତ ଓ ଭଗବାନ
ଏହି ଏଗାର ଦିନର ପୁଣ୍ୟ ସତେ ଅବା ଗଙ୍ଗା ସ୍ନାନ


Rate this content
Log in

Similar oriya poem from Classics