ବାପା ଥିଲେ ପ୍ରଜ୍ବଳିତ ଭାଗ୍ୟ
ବାପା ହିଁ ସୌଭାଗ୍ୟ
ବାପା ଭାଗ୍ୟ ସୌଭାଗ୍ୟ ଯୋଗ
ବାପା ହିଁ ତପ ଜପ ଯଜ୍ଞ
ବାପା ଥିଲେ ନଥାଏ ରୋଗ
ବାପା ଥିବା ପରିବାର ଯୁଗ୍ମ
ବାପା ଥିବା ଅନୁଷ୍ଠାନ ଭାଜ୍ୟ
ବାପା ଥିବା ଗାଁ ଦାଣ୍ଡ ରାଜ୍ୟ
ବାପା ଯୋଗ ଓ ବିୟୋଗ
ବାପା ହିଁ ଅସାଧ୍ୟ୍ୟ ସାଧନର ବିଭାଗ
ବାପା ଥିଲେ ଦୂରେଇଯାଏ ବୈରାଗ୍ୟ
ବାପା ଥିଲେ ନଥାଏ ଅଭାବ
ଅଣ୍ଟିରେ ଅଣ୍ଟିଏ କାରଣ କାରକ ଯୋଗ
ମରମ ତଳେ ଥାଉ ପଛେ
ଯେତେ ଦୁଃଖ ଶୋକ ରୋଗ
ସନ୍ତାନ ପାଇଁ ବାପା ନାଆ ମଙ୍ଗ
ଶରୀର ହେଉ ପଛେ ଡାଙ୍ଗ ଅବୟବ
କହନ୍ତି ସତ ଦେଖାନ୍ତି ପଥ କରାଇ ଯୋଗ
କିଣନ୍ତି ସବୁ ଆଣନ୍ତି ଭାବୁ
ଉଠନ୍ତି ଶୁଣି ପାହାନ୍ତି କାଉ ରାବ
ବାପା ଥିବା ସଂସାରେ ନଥାଏ ଅଭାବ
ଧରିଥାନ୍ତି ଡଙ୍କ ମୋଡି ନାବ ର ମଙ୍ଗ
ବାପା ପରିବାରର ସପ୍ତରାଗ
ଧର୍ମର ଦ୍ୱାହି ଦେଇ କର୍ମରେ
ଯୋଗ ବିୟୋଗ ରାଗ
,,,,,,,,,,,,,,,,,,,