ବଞ୍ଚିବାର ରାସ୍ତା ଚାଲିବାର ରାସ୍ତା
ଭିର୍ନ୍ନ ଭିର୍ନ୍ନ ହେଲେ ବି ରାସ୍ତା ଗୋଟେ
ରାସ୍ତା ନିଆରା ଛିଟ ଛାଟ ଛାଟେ
ଭିର୍ନ୍ନ ଅଭିର୍ନ୍ନ ରାସ୍ତା ଗୋଟେ ଗୋଟେ
ରାସ୍ତା ସାରା ହାଟ ନାଟ ବାଟ ଫାଟେ
ରାସ୍ତା କେବେ ଛୋଟ ରାସ୍ତା ବି ମୋଟ
ରାସ୍ତା କିନ୍ତୁ ନିଶ୍ଚୟ ଗୋଟେ ଅଟେ
ଯିଏ ଭକ୍ତ ସେବା କରେ ପିତା ମାତା
ହୁଅନ୍ତୁ ଦୁହେଁ ଅବା ପଟେ ପଟେ
ଯିଏ ଭକ୍ତ ଐଶ୍ବର୍ଗୀକ ଶକ୍ତିର
ସେ ରାସ୍ତା ବାଛେ ନିଅଣ୍ଟ ଅଣ୍ଟେ
ରାସ୍ତା ସାରା ପଥ ପାଥେୟ ଛିଟ ଛାଟେ
ଗୋଟାଇ ଚାଲିଥାଏ ମଣିଷ ପଥ ହଟେ
ହାଟେ ବାଟେ ନାଟେ ଘାଟେ
ପଥ ପାଥେୟ ଛିଟ ଛାୟାଚିତ୍ର ଘଟେ
ଚାଲିଥିବ ନାଚ ଘାଟ ରୁ ଘାଟେ ବାଟେ
ରାସ୍ତା ତା ବାଟେ ପଥିକ ଗୋଟେ ଗୋଟେ
ଗୋଟେଇ ଚାଲୁଥିବ ରାସ୍ତା ପଟେ ବାଟେ