Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Classics

3  

Bijay Dani

Classics

କୃଷ୍ଣ ଜନ୍ମ

କୃଷ୍ଣ ଜନ୍ମ

1 min
219



ଆଜି ନନ୍ଦ ଘରେ ଶ୍ରୀ ଗୋବିନ୍ଦ 

              କେଡେ ସୁନ୍ଦର......

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଯଶୋମତି ଆନନ୍ଦରେ.

             ଆଜି ବିଭୋର......

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଗୋପୀ ଗୋପାଳ ମତ୍ତରେ.

           କରେ ନୃତ୍ୟ ଆସର....

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ବ୍ରହ୍ମା ମହେଶାଦି ଆସି.

          ପ୍ରବେଶ ନନ୍ଦ ଘରର.......

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଇନ୍ଦ୍ରାଦି ଦିଗପାଳେ ଯେ.

          ଯୋଡ଼ନ୍ତି ବେନି କର......

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଭକ୍ତ ଗଣ ତୁଣ୍ଡେ ଆଜି.

           କୃଷ୍ଣ କୃଷ୍ଣ ଉଚ୍ଚାର.......

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ପାପୀ ତାପୀ ତରିବେରେ.

         ଗାଇ ନାମ କୃଷ୍ଣର..........

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।




Rate this content
Log in