STORYMIRROR

Bijay Dani

Tragedy

3  

Bijay Dani

Tragedy

ବାସ୍ତବ ସମ୍ପର୍କ

ବାସ୍ତବ ସମ୍ପର୍କ

1 min
338

ଜୀବନ ନୌକାରେ

ଆସି ଫସିଛି ମଝି ନଦୀ ଧାରେ ।

ସମୟ ଖରାପ୍ ଚାଲିଛି ବନ୍ଧୁ

ଯିବାର ଅଛି ଆରପାରିରେ,

ଯିଏ ନ ବୁଝେ ପ୍ରେମ କଣ

ତାକୁ କହିବି କିସ ଆଉରେ,

ପ୍ରେମ ବନ୍ଧନେ ବ୍ରତେ ଏ ସଂସାର ଯେ ।

ମୀରା କୁହ ରାଧା କୁହ କି କୁହ ଲଇଲା

କୃଷ୍ଣ ପ୍ରେମେ ସେ ସଭିଏଁ ବିଭୋରରେ ,

ପ୍ରୀତିର ବନ୍ଧନେ ବନ୍ଧା ସଂସାର ଜନେ

ଧନ ଅନ୍ଧେ କାହୁଁ ଜାଣିବେରେ ,

ଜୀବନ ନୌକାରେ 

ଆସି ଫସିଛି ମଝି ନଦୀ ଧାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy