STORYMIRROR

Bijay Dani

Tragedy

3  

Bijay Dani

Tragedy

ନିବିଡ଼ ସମ୍ପର୍କ

ନିବିଡ଼ ସମ୍ପର୍କ

1 min
380

ଜୀବନ ନୌକାରେ

ଆସି ଫସିଛି ମଝି ନଦୀ ଧାରେ ।

ସମୟ ଖରାପ୍ ଚାଲିଛି ବନ୍ଧୁ

ଯିବାର ଅଛି ଆର ପାରିରେ,

ଯିଏ ନ ବୁଝେ ପ୍ରେମ କଣ

ତାକୁ କହିବି କିସ ଆଉରେ,

ପ୍ରେମ ବନ୍ଧନେ ବ୍ରତେ ଏ ସଂସାର ଯେ ।

ମୀରା କୁହ ରାଧା କୁହ କି କୁହ ଲଇଲା

କୃଷ୍ଣ ପ୍ରେମେ ସେ ସଭିଏଁ ବିଭୋର୍ ରେ ,

ପ୍ରୀତିର ବନ୍ଧନେ ବନ୍ଧା ସଂସାର ଜନେ

ଧନ ଅନ୍ଧେ କାହୁଁ ଜାଣିବେ ରେ ,

ଜୀବନ ନୌକାରେ

ଆସି ଫସିଛି ମଝି ନଦୀ ଧାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy