STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମିଥ୍ୟା ଭ୍ରଷ୍ଟାଚାର ବଜାର ଏଠି

ମିଥ୍ୟା ଭ୍ରଷ୍ଟାଚାର ବଜାର ଏଠି

1 min
335


ହେ ରାମ

ନାହଁ ଯେ ନୀତି ନିୟମ

ସତ୍ୟ ଅହିଂସାର ଭାବ ନାହିଁ ତା ମନ

ଧର୍ମ କର୍ମ ନାହିଁ 

ହିଂସା ଅହଂକାର ଠକାଠକି ବଜାର ଲାଗିଛି 

ବିଶ୍ୱାସଘାତକତାର 

ଅବର୍ଣ୍ଣନୀୟ ଓ ଅକଳ୍ପନୀୟ 

ଚହଳପହଳ 

ବଜାର ସାଜିଛି ମିଥ୍ୟା ଓ ଭ୍ରଷ୍ଟାଚାର 

ହେ ରାମ

ନେତା ଠକୁ ଅଛି ପ୍ରଜାକୁ ଯେ ତାର

କରୁଛି ବିଭକ୍ତ ଜାତି ଓ ଜାତିର

ନିଜ ଲାଭ ପାଇଁ କରୁଛି ଧର୍ମରେ ପ୍ରଶ୍ନ

କାଳ୍ପନିକ କହୁଛି 

ତାଣ୍ଡବ କରୁଛି ନେତା ସତ୍ତା ଲୋଭରେ 

ତାର ସମର୍ଥନ ଆତଂକବାଦୀଂକୁ 

ବିଶେଷ ଜାତିକୁ ହାତେ ରଖୁବା ପାଇଁ 

ଅଭିନୟ ତାର ଭୋଟ୍ ପାଇବା 

ନାହିଁ ରାଷ୍ଟ୍ର ପ୍ରୀତି ଭକ୍ତି 

ଭଲ କି କରିବ ପ୍ରଜାଙ୍କ 

ଆଣିବ କି ଖୁସି ଗରିବ ଉତ୍ଥାନ ଏ 

କାର୍ଯ୍ୟ ତାର ଦେଖ ଭ୍ରଷ୍ଟାଚାର 

ସତ୍ତା ଲାଭ ପାଇ

ଲୁଟିବାର କାର୍ଯ୍ୟ

କରୁଛୁ ଆଜି ନେତାରେ

ହେ ଭାଇ

ବଜାର ଗରମ ଚହଳପହଳ

ବଜାର ଲାଗିଛି ମିଥ୍ୟ ଲୋଭ ଓ ଭ୍ରଷ୍ଟାଚାର 

ହେ ରାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy