Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

bhabagrahi Padhan

Tragedy Inspirational Others

4.5  

bhabagrahi Padhan

Tragedy Inspirational Others

ଘୃଣ୍ୟ ପଶୁ ନିତି

ଘୃଣ୍ୟ ପଶୁ ନିତି

1 min
211


ଅପରିଭାଷିତ ଶବ୍ଦ ପଶୁ ତଥାପି ଘୃଣିତ ଏ ସମାଜେ।

ଜୀବ ମାତ୍ରକେ ପଶୁ, ପଶୁ ମାତ୍ରକେ ଜୀବବ୍ରହ୍ମ ର ସଂଜ୍ଞା।

ମୃଗ ମହିଷି ଚାରିପଦୀ ଲାଞ୍ଜ ଧାରି ପଶୁ ରେ ଗଣନା।

ହେଇଥାଉ ସ୍ତନ୍ୟପାୟୀ କି ଅଣ୍ଡଜ ଜାତି ତାର କ୍ରିୟାଶୀଳ।

ଏଇତ ସେ ପଶୁ ବ୍ରହ୍ମର ଏକ କ'ଣ ଜିଆ ଜୋକରୁ ଜନତା ।

ସମସ୍ତଙ୍କ ପାଖରେ ତ ସୂଚାଇ ଦିଆଯାଇଛି ଅବଶ୍ୟ କର୍ମ କର।

ଏଇ ପିଂପୁଡିଠୁ ସଂଚୟ ର ଗୋରୁଠାରୁ ସହିବାର ବଫାଦାର ହେବାର।

କୁକୁର ଠାରୁ ଏଇ ମାନେତ ଆଜିର ଯୁଗରେ ଗୋଟିଏ ଗୋଟିଏ ପଶୁ।

ଜୀବ ଜଗତର ସ୍ବାମୀ ପତି ପଶୁପତି /ପରମେଶ୍ଵର ସ୍ରଷ୍ଟା ଏ ଜଗତର ।

ଅଥଚ ମଣିଷ ରୁପ ପଶୁ ପାଖରେ ପରମେଶ୍ଵର ଙ୍କ ଅହିଂସା ନୀତି ଫେଲ ମାନେ।

ପଶୁ ପଶୁ କୁ କାହିଁକି ବଲି କରେ ? ଏତ ଘୃଣ୍ୟ (ଜୀବ) ପଶୁ ନିତି।


Rate this content
Log in

Similar oriya poem from Tragedy