STORYMIRROR

bhabagrahi Padhan

Others

3  

bhabagrahi Padhan

Others

ଚଳଚ୍ଚିତ୍ର କାହାଣୀ ରାମାୟଣ

ଚଳଚ୍ଚିତ୍ର କାହାଣୀ ରାମାୟଣ

1 min
137

ଚଳଚ୍ଚିତ୍ର କାହାଣୀ ରାମାୟଣ

ହଁ ତ ଏଇତ କାହାଣୀ ଚଳଚ୍ଚିତ୍ର ବାରମ୍ବାର ' ରାମାୟଣ ' ଦେଖିବା କଥା ଅନୁଶୀଳନ କରିବା କଥା

ରାମ ଶବ୍ଦର ଗଭୀର ତାକୁ ନଜାଇ ଯେଉଁ ଟି ଆଃ ରାମ ଅଛି 

ତାର ଭାଇ ଭଳ କାମ ରେ ରତ (ଭରତ)ରହି ସୁ ଲକ୍ଷଣ ବନ୍ତ (ଲକ୍ଷ୍ମଣ) କର୍ମ ସଂପାଦନ ପୂର୍ବକ

 ଶତୃ ମାନଙ୍କୁ ହାଣିବା କାର୍ଯ୍ୟ ରେ (ଶତୃଘ୍ନ) ହନ୍ ଧାତୁରୁ ଉତ୍ପନ ଶବ୍ଦ।

ଯେହେତୁ ସୀତା ନାରୀ ଜାତି ସତର ପରାକାଷ୍ଠା ଦେଖାଉ ଥିବାରୁ ଦେଶରେ ଯୁଦ୍ଧ ବା ଯୋଦ୍ଧାଙ୍କର ଦରକାର ନ ଥିଲା। ଯେଉଁ ଦେଶରେ ଯୁଦ୍ଧ ଓ ଯୋଦ୍ଧାଙ୍କର ଦରକାର କରେ ନାହିଁ।

ସେହି ରାଜ୍ୟକୁ ଅଯୋଧ୍ୟା କହିଲେ ଅତ୍ୟୁକ୍ତି କି ?

ଅନୁସପ୍ତା ଯୁବତୀ କୁ ବନବାସ ପଠାଇବା 

ନିଜ ସ୍ତ୍ରୀ କୁ ସ୍ଥାନାନ୍ତର କରିବା

ଅବିଶ୍ୱାସ କରିବା ପରିକ୍ଷା କରିବା

କ'ଣ ମର୍ଯ୍ୟାଦା ବନ୍ତ ଲୋକର ଉତ୍ତମ କାମ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍