STORYMIRROR

bhabagrahi Padhan

Others

4  

bhabagrahi Padhan

Others

ଅବିସ୍ମରଣୀୟ

ଅବିସ୍ମରଣୀୟ

1 min
316

ଏଇତ ଅନ୍ତସ୍ବର

ଭାରତୀୟ ତାର ବିଦେଶୀ, ରାଜତନ୍ତ୍ର ରୁ

ଗଣତନ୍ତ୍ରରେ ରୂପାନ୍ତରିତ କରିଥିବା

ମହାତ୍ମା ମାନଙ୍କ ଛାତିରେ ପାଦ ପକାଇ

ପୁନଃ ରାଜଦଣ୍ଡର ପ୍ରତୀକ

ନବ ବିଧାନ ଭବନେ ସ୍ଥାପିତ ହେବା ।


ଆତ୍ମା ମନରୁ ଦେଶକୁ ଭଲ ପାଉଥିବା

ବ୍ୟକ୍ତି ନିଶ୍ଚୟ ମନେ ରଖିଥିବ ସେଇ ଦିନଟି

କାହିଁକି ନାଁ ଏକ ଛତ୍ର ର ପିଣ୍ଡି ବନ୍ଧା ହେଲା ଏଇ ଦିନ

ପ୍ରମାଣ କାହାକୁ ଦେଖେଇବାକୁ ନାହିଁ

ସମସ୍ତେ ଶୁଣି ସାରିଛନ୍ତି

ଯେ ରାଜା ଯାହା କହେ ତାହା ହୁଏ।


ଭାରତ ଗଣତାନ୍ତ୍ରିକ ଉପାୟରେ

ଭୋଟ ବଳରେ ନିର୍ବାଚିତ ହୁଏ।

ଆଜି ଇଭିଏମ୍ ଯନ୍ତ୍ର ବଳରେ

ସରଳ ଜନତାକୁ ଭୁଲେଇ ଚାଲୁଥିବା ବ୍ୟକ୍ତି

ଗଣତନ୍ତ୍ର , ଗଣତନ୍ତ୍ର କହି ପୂର୍ବର ବ୍ୟାପାର ତନ୍ତ୍ର,

ରାଜତନ୍ତ୍ର ପ୍ରତିଷ୍ଠା କରିବା

ଭାରତବର୍ଷ ପାଇଁ ଅବିସ୍ମରଣୀୟ ନୁହେଁ ?


Rate this content
Log in