ଦୁଃ ସହ ସହରୀ ଜୀବନ
ଦୁଃ ସହ ସହରୀ ଜୀବନ
1 min
285
ସୁଖ ସ୍ବାଛନ୍ଦର ଘର ହିଁ ସହର ଅନ୍ୟଥା ଜନ ବସତି ସବୁ ଗାଁ ।
ନିଜେ ଆଭିଜାତ୍ୟର ସୋପାନରେ ଉପନୀତ ହେବାର କାମନା ଭାବନା ପାରିଧିରେ।
ଆତ୍ମ ଗର୍ବରେ ବୀମଣ୍ଡିତ ପରି ସରଲ ଗାଁଉଲି ଲୋକ ପାଖରେ ନିଜବୁଧିମତ୍ତାର।
ଚାତୁଯ୍ୟରେ ଅନ୍ୟ ଲୋକଙ୍କୁ ନିଚ ଦେଖେଇ ହେବାର ନାଁ ହେଉଛି ସହର।
ଏଠି ବ୍ୟକ୍ତି ସ୍ୱାର୍ଥ ସାମୁହିକ ର ପରିଧି ନାହିଁ ତ ଏ ସହରରେ?
ନଥାଏ ଏଠି ଏକାତ୍ବ ଦର୍ଶନ ର ସମାଜ ସିଖିବାକୁ ହେବ ।
ସହର ଗଢ଼ିବା ଆଗରୁ ଗାଁ କୁ ଗାଁ ଜାଇ କେମିତି ରହିଛି ଏ ।
ଆତ୍ମ ରୁଟି ଭାରତ ମାତାର ଗାଁ ରେ ଆତମିୟତା।
ଦେଖେଇ ହେବା ସହଦେବ ହେବା ଏତ ସ୍ବାଭାବିକ ହେବା ଏତ ସ୍ବାଭାବିକ।
ତଥାପି ଜନତା ସହରାଭିମୁଖି।
