ନୂତନ ଆରମ୍ଭ
ନୂତନ ଆରମ୍ଭ
1 min
120
ବ୍ୟଗ୍ର ବ୍ୟସ୍ତତା ଭିତରେ ନୂତନ ଆରମ୍ଭର ପଦକ୍ଷେପ ରେ।
ଲମ୍ବ ଲମ୍ବ ଗୋଡ଼ରେ ସନ୍ଧ୍ୟା ଆଗମନ ଜାଣି ବୁଢିଆଣୀ ଗୁନ୍ଥି ଚାଲେ ।
ଜୀବନ ନୀତିରେ ବଞ୍ଚି ରହିବାର ରାହା।
ବ୍ୟାପାର ଅୟମାରମ୍ଭ ଆଶାନେଇ ଟୋକେଇ କିଣେ ତେଲ ଲୁଣ ର ସଂସାର ଚଲାଏ।
ଶ୍ରଷ୍ଟା କର୍ତ୍ତା ସମାଜର ଭିତରେ ସମ୍ବହିତ ହୋଇ ନିଜକୁ।
ହଜାଇ ଆତ୍ମ ବିଭୋର ହୋଇ ରହିଥାଏ।
ସାରା ଜୀବନ ପର ପାଇଁ କହେ ଏତ ଆରମ୍ଭ।
ଏଇ ନୂତନ ଆରମ୍ଭର ଆଭାଷରେ ଲକ୍ଷେ ପୁଷା ଚଷାର ବୀଜ୍ଞାନ ସତର୍କ ଘଂଟା କୁ ଅପେକ୍ଷା କରେ।
କର୍ମ ର ଫଳ ପୋଡେ ଭାସେ ଉଡିଯାଏ ବୁଡିଜାଏ
ତଥାପି ସେ ପୁରାତନ ର ଗନ୍ଧି ରଖୁନାହିଁ।
ଭାବେ ସହଜାତ ତାର ଅୟମାରମ୍ଭ ନୂତନତ୍ବର ସନ୍ଧାନ।
