STORYMIRROR

bhabagrahi Padhan

Others

3  

bhabagrahi Padhan

Others

ଘୃଣା ର ଲକ୍ଷଣ

ଘୃଣା ର ଲକ୍ଷଣ

1 min
17

ଘୃଣା ର ଲକ୍ଷଣ 

ଘୃଣା ମଣିଷର ଅବଗୁଣ 

ମଣିଷର କେଉଁ ଅଂଗରେ ପରିଲକ୍ଷିତ ହୁଏ ସମସ୍ତେ ଅବଗତ।

ଜୋତା ତ ପାଦ ତଳର ଛାଇ ସଦୃଶ୍ୟ ରକ୍ଷା କବଚ ।।

ତଥାପି ଘୃଣିତ ସେ 

ସମଭାବାପନ୍ନ ନ ଦେଖାଇ ରାସ୍ତାରେ ଚାଲୁଥିବା ମଲି ମୂଣ୍ଡିଆ ବ୍ୟକ୍ତିକୁ।

ସାହାଯ୍ୟ ନ କରି ତେଲିଆ ମୁଣ୍ଡରେ ତେଲ ଦେବା କ'ଣ ଘୃଣା ନୁହେଁ ?

ଏସ ସି ଏସ ଟି ବର୍ଗର ଯେତେ ଉଚ୍ଚସ୍ତରର ହୋଇ ଥାଉନା କାହିଁକି।

ଭଗବାନ ଓ ସାମାଜିକ ବଡ଼ପଣ୍ଡାଙ୍କ ନଜରରେ ସେ ଘୃଣାର ପାତ୍ର ବହୁ ପ୍ରତିକ୍ଷିତ।

ମନ ସହ ଦେହକୁ ବୋହି ଚାଲୁଥିବା ପାଦ ଦୁଇଟା ମଧ୍ୟ।

ଯେହେତୁ ସେ ସେବକ ଘୃଣିତ ।

ଏ ପରିକି ମନ ମ‌ଇଳ ସଫା କରୁଛି ବୋଲି ବାଁ ହାତ ବି ଘୃଣାର ସିକାର।

ଜାହାଙ୍କ ନାକ ଓ ମୁହଁର ଭଙ୍ଗୀ ସ୍ବତଃ ସୁଚାଇ ଦିଏ ଘୃଣାର ଲକ୍ଷଣ।

ସେଇ ମାନେ ହିଁ ଘୃଣିତ ବ୍ୟକ୍ତି।


Rate this content
Log in