STORYMIRROR

bhabagrahi Padhan

Others

3  

bhabagrahi Padhan

Others

ମୋର ବିଦ୍ୟାଳୟ ଜୀବନ

ମୋର ବିଦ୍ୟାଳୟ ଜୀବନ

1 min
124

ଯାହା ନ ବାଳ କାଳେ । ତାହା ନ ହୁଏ କାଳେ କାଳେ।।

ଏମନ୍ତ ଜାଣି ପିତା ମାତା । କରିଲେ ଶିକ୍ଷା ର ବ୍ୟବସ୍ଥା।।

ଗାଁ ମୁଣ୍ଡ ଛପର ଘର। ସଂସାର ସଂସ୍କାର ମନ୍ଦିର।।

ଶିକ୍ଷକ ପରତକ୍ଷ ଈଶ। ରଖ‌ଇ ମନର ବିଶ୍ଵାସ।।

ପାଠ ଦେଖାଏ ସବୁ ବାଟ। ଏ ହେତୁ ଆଗ ହୁଏ ପାଠ।।

ମୋର ବିଦ୍ୟାଳୟ ଜୀବନ। ବହୁତ ଅଟ‌ଇ କଷଣ ।।

କଳ ଆହର ଅଦ୍ଧାହାର। ବହି ପୁସ୍ତକ କ୍ରୟ ଡର।।

ବିଦ୍ୟା ଅଧ୍ୟୟନ ଖରଚ। ଅଟ‌ଇ ବଡ଼ ଧକ ଧକ।।

ଆଜ ଅବଶ ତାହା ନାହିଁ। ସରକାର ଖର୍ଚ କର‌ଇ।।

ବିଦ୍ୟାଳୟ ଜୀବନ ମନେ। ଅନୁତପତ ଅନୁକ୍ଷଣେ।।

ସକଳ ଆୟତ ସମୟ ବିଦ୍ୟା ଅଭ୍ୟାସ କର ଲୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍