ବରଷା
ବରଷା
1 min
238
ଜଗତ ର ଆଶ ଜଳର ବରଷ ବହଇ ସକଳ ଥଲ ,
ଅଉତ କରଇ ଏଇ ଧର ତଲ ଆଗମନ ପରଖର।
ଘଡ ଘଡ ଚଡ ଚଡ ଗଗନର ଖର ପବନ ବହଇ ,
ତପନର କର ଉହଡ ରହଇ ଜଳ କ'ଣ ବରଷଇ।
ଝର ଝର ଝର ଲସର ଲସର ଟପକ ଟପକ ଜଳ ,
କଳ କଳ ଖଳ ଖଳ ଶବଦର ଜଳଚର ଟ୍ରେନ।
ସପତ ଅହନ ଏକ ପକ୍ଷ ଭର ଜଳ ବରଷ ଜଗତ ,
ଅଥୟ ଜନର କଷଣ ବଢଇ ଅବଶ ଅଟଇ ସତ।
