STORYMIRROR

Bijay Dani

Comedy

2  

Bijay Dani

Comedy

ହେ ରଙ୍ଗାଜିବ ଗଙ୍ଗାଧର

ହେ ରଙ୍ଗାଜିବ ଗଙ୍ଗାଧର

1 min
62

ହେ ଗଙ୍ଗାଧର

ତୁମେ କି ରୂପ ମହେଶ୍ୱର !

ଭାଷା ଆନ୍ଦୋଳନେ ହେଲ ଆଗଭର ।

ହେ କବିବର

ଆଙ୍କିଲ କେତେ ଛବି ସାହିତ୍ୟର, 

ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟଥାଳୀ,

କିଚକ ବଧ, ଅନେକ କାବ୍ୟର ।

ଦେଖିଛ ସଂସାରକୁ ମଧୁମୟ,

ତେବେଯେ ଲେଖିଲ ଅମୃତମୟ,ମଧୁମୟ 

ହେ ଭକ୍ତ ପ୍ରବର

ଭକ୍ତି କବିତାରେ ଖେଲାଇଲ ଭକ୍ତି ଭାବର ।

ଲେଖନୀରେ ଦେଲ ରୂପ ପ୍ରକୃତିର, 

ନାମିତ ଯେ ହେଲ ପ୍ରକୃତି କବି ଗଙ୍ଗାଧର ।

ସମାଜ ସଂସ୍କାରକର ପୁଣି ଯେ ଆଧାର

ତେବେ ନାମ ବିହିଲ ସ୍ଵଭାବ କବିର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy