Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Classics

3  

Bijay Dani

Classics

ଆମ ଦାନୀ ବନ୍ଧ

ଆମ ଦାନୀ ବନ୍ଧ

1 min
206


ପଦ୍ମପୁର ନଗରେ ଅଛି 

           ଏକ ପୁଷ୍କରିଣୀ

ତିନିସାହି ଲୋକ ସ୍ନାନ

            କରିଥାନ୍ତି ପୁଣି ।


ଦାନୀ ବଂଶର ଖୋଳିଥିଲେ ଯେଣୁ

           ଏହି ପୋଖରୀକୁ

ଦାନୀ ବନ୍ଧ ନାମରେ 

          ଡାକିଲେ ତାହାକୁ ।


ଲୋକ ହିତ ପାଇଁ ଉଦ୍ଦିଷ୍ଟ ଏ ପୋଖରୀ

ଜନ ମାନସଙ୍କ ବାରେ ଶୁଣ ଗୁହାରୀ

ଦଳପଙ୍କ ପୁର୍ଣ୍ଣହୋଇ 

          ଏ ପୋଖରୀ ଥିଲା ।


ଅଚଳଭାବରେ ନଗ୍ରେ ପଡି

          ପଡି ରହିଥିଲା

ନଗରପାଳ ମହାଶୟ 

          ସୁଦୟା କରିଲେ ।


ଆଦର୍ଶପୋଖରୀ ହେବ 

         ତାହାକୁ କହିଲେ

ଦାନୀ ପୋଖରୀର ନବ

          କଳେବର ହେବ ।


ଦଳପଙ୍କସବୁ ପୋଖରୀରୁ ବାହାରିବ

ଚଉପାଶେ ପକ୍କାଘାଟ ନିର୍ମାଣ ହୋଇବ 

ପଦ୍ମପୁର ନଗ୍ରରଯେ ଶୋଭାବଢିଯିବ 

ନରପଶୁପକ୍ଷୀସର୍ବେ ହେବେ ଉପକୃତ

ଜଳପାନକରିସର୍ବେ ହୋଇବେ ତୃପତ

ଆମ ନଗର ପାଳ ବାରେ ଚିନ୍ତା କର

ଆମ ଦାନୀ ବନ୍ଧର ନବ କଳେବର କର ।


Rate this content
Log in

Similar oriya poem from Classics