STORYMIRROR

Chittaranjan Nanda

Classics

3  

Chittaranjan Nanda

Classics

ବିଦ୍ୟା, ମଣିଷର ଅମୂଲ୍ୟ ଧନ

ବିଦ୍ୟା, ମଣିଷର ଅମୂଲ୍ୟ ଧନ

1 min
196

         

ବିଦ୍ୟା ଅଟଇ ତ ମଣିଷର ଅମୂଲ୍ୟ ଧନ

ତାହା ସୁଖ ଶାନ୍ତି ଜୀବନେ ଭରେ ଜାଣ ।


ସୁନା ରୂପା କେବେ ପାଠ ସହ ନୁହେଁ ସମାନ, 

ପାଠ ପଢ଼ିଲେ ମିଳିବରେ ସବୁ ଧନ ସନମାନ ।


ବିଦ୍ୟା ଦିଏ ସୁଖ, ଶାନ୍ତି ଭରି ଦିଏ ମନରେ 

ବିଦ୍ୟାର ଅଭାବେ ଜୀବନ କଟେ ବୃଥାରେ  ।

    

ବିଦ୍ୟାର ମହତ୍ତ୍ୱ ମହାନ୍, ତାର କଳନା ନାହିଁ 

ବିଦ୍ୟା, ଜୀବନ ଗଢିବାରେ ମାର୍ଗ ଦର୍ଶକ ହୁଅଇ ।


ବିଦ୍ୟା ନଥିଲେ ସର୍ବେ ଆତ୍ମ ଗର୍ବେ ହୁଏ ସଜିତ

କଲବଲ ହୁଏ ଗର୍ବ, ଅହଙ୍କାରେ ହୋଇ ଉତ୍ସାହିତ ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics