STORYMIRROR

Kalpana Kumari Pradhan

Classics

3  

Kalpana Kumari Pradhan

Classics

ମୋହନ ବଂଶୀ

ମୋହନ ବଂଶୀ

1 min
172


ବଂଶୀର ମଧୁର ମୂର୍ଚ୍ଛନା

      କୁଞ୍ଜବନୁ ଭାଷି ଆସେ

ସମ୍ମହୋନେ ବାନ୍ଧେ ଗୋପାଙ୍ଗନା

     ତରୁଲତା ପ୍ରେମେ ହସେ l


ସାତସୁରେ ବାଜି ଉଠେ

    ସେ ମୋହନ ବଂଶୀ

ରାଧାରାଣୀ ଚିତ୍ତ ଅଧୀର

     ଅସ୍ଥିର ଯମୁନା ଜଲରାଶି l


ସେ ପରମ ପୁରୁଷ ଅଙ୍ଗ

    ସଙ୍ଗଲଭେ ପୁଣ୍ୟ ବଳେ

ନିରତେ ଗାଏ ରାଧା ରାଧା

     ପ୍ରୀତିର ରାଗିଣୀ ତୋଳେ l


ରାଧାବିନୁ କୃଷ୍ଣ ଅଧା

     ପୁଷ୍ପ ଯେସନ ବାସ ବିନା

ଯୁଗଳମୂରତି ଅପୂର୍ଣ୍ଣ ଲାଗେ

     ସେମୋହନ ବଂଶୀ ବିନା l



Rate this content
Log in

Similar oriya poem from Classics