STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ସମୟ

ସମୟ

1 min
40


ସମୟ ତ ଛଳ ଛଳ ନଇ 
ଦୁଇ କୂଳ ଯାଏ ଛୁଇଁ ଛୁଇଁ 
କିଛି ହସ କିଛି ଲୁହ ଦେଇ 
ବହି ଯାଏ ଜୀବନର ଗୀତ ଗାଇ
ଇଚ୍ଛା କଲେ ତାକୁ କେ ବାନ୍ଧି ପାରଇ 
କିଛି ଅଭୁଲା ମୁହୂର୍ତ୍ତ ସ୍ମୃତି ରେ ସଜେଇ 
ସଦା ସେ ଚଞ୍ଚଳ କେବେ ନ ଥକଇ 
ମନ କରୁଥାଏ ସଦା ଗୁହାରି 
ଥରେ ତୁ ତୋର ଯା ଅଟକି 
ଚାହିଁବି ସଦା ତାକୁ ନିରେଖି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy