STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

ମୋ ଗାଁ

ମୋ ଗାଁ

1 min
127

ଛୋଟ ମୋର ଗାଁ ଟି

ମଧୁ ପରି ତାର ନାଆଁ ଟି

ଛୋଟ ମୋର ଗାଁ ଟି

କି ଖରା କି ବରଷା

ସଶ୍ୟ ଶ୍ୟମଳା

ମୋ ମାଆଟି

ଛୋଟ ମୋର ଗାଁ ଟି ।


ତା ତୋଟା ମାଳ

ଫୁଲ ଫଳରେ

ଭରିଛି ଆମ ପାଇଁ ଟି

ଛୋଟ ମୋର ଗାଁ ଟି

ସଞ୍ଜ ସକାଳେ

ତାର ଦେଉଳେ

ବାଜି ଉଠେଇ

ଶଙ୍ଖ,ଘଣ୍ଟି ଟି

ଛୋଟ ମୋର ଗାଁ ଟି ।


ନାନା ଜାତିର ଚଢେଇ ଗଣ

ମଧୁର ଗୀତ ଗାଆନ୍ତି

ନାନା ଜାତିର ଫୁଲ ଫୁଟି

ମନକୁ ମୋହି ନିଅନ୍ତି

ଛୋଟ ମୋର ଗାଁ ଟି ।


ଵାର ମାସରେ

ତୋର ପରବେହୁଅନ୍ତି ସର୍ଵେ ଠୁଳ

ଗଢ଼ା ହୁଅଇ ନାନା ପ୍ରକାର ପିଠା

ତାର ମହକ ମନେ ଭରଇ ସୁଆଦ

ସଭିଏଁ ମିଶି ଦୋଳ ଯାତରା

ହୋଲି,ରଜପରବେ ଖାଆନ୍ତି

ଏକାଠି ବସି,ହୁଅନ୍ତି ବଡ଼ ଖୁସି

ଛୋଟ ମୋର ଗାଁ ଟି

ମଧୁର ତାର ନାଆଁ ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics