STORYMIRROR

Sudhansu Sekhar Jena

Romance

3  

Sudhansu Sekhar Jena

Romance

ରାତିର ସ୍ୱର

ରାତିର ସ୍ୱର

1 min
183

ଶୀତଳ ପବନର

ଶୀତୁଆ ଛୁଆଁ,

ପ୍ରିୟା ମୋ ଜହ୍ନ

ଦେଖୁଛି ଏମିତି କିଆଁ।


ତା ପାଦର ପାଉଁଜି

ରୁଣୁଝୁଣୁ ଶବ୍ଦ,

ମୋ ମନକୁ

କରି ରଖିଛି ମୁଗ୍ଧ।


ମେଘ ମହ୍ଲାରରେ

ଜହ୍ନ ଲୁଚିଅଛି,

ପ୍ରିୟା ମୋର

ୠଷି କାହିଁ ବସିଅଛି।


ବାଦଲ କୁ କହୁଛି

ଭାସି ତୁ ଯାଆ,

ମୋ ପ୍ରିୟା ମୁଁହରେ

ହସ ଫୁଟାଇ ଦେଇ ଯାଆ।


ଶୀତଳ ପବନର

ଶୀତୁଆ ଛୁଆଁ,

ପ୍ରିୟା ମୋ ଜହ୍ନ

ଦେଖୁଛି ଏମିତି କିଆଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance