STORYMIRROR

Sudhansu Sekhar Jena

Romance

3  

Sudhansu Sekhar Jena

Romance

ସ୍ମୃତି

ସ୍ମୃତି

1 min
218

ତୁମେ ନାହଁ, ମୁଁ ନାହିଁ,

ରହିଅଛି ଆମ ସ୍ମୃତି।

ଏରାତିର ଅଧା ଜହ୍ନ,

କହୁଅଛି, ମୁଁ ଦେଇଛି

ତୁମକୁ ଫାଙ୍କି।

ତୁମେ କହିଦିଅ ପ୍ରିୟା,

ଆମେ ହୋଇ ପାରିଲୁ ନାହିଁ

ସିନା ଜନ୍ମ ଜନ୍ମର ସାଥି,

ଆମ ପ୍ରେମ ଅଟେ 

ଚିରନ୍ତନ ସତ୍ୟ ଜୀବନ୍ତ ସ୍ମୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance