STORYMIRROR

Sudhansu Sekhar Jena

Romance

3  

Sudhansu Sekhar Jena

Romance

ପ୍ରେମିକା ଗଳିର ଚା'

ପ୍ରେମିକା ଗଳିର ଚା'

1 min
164

ଅବାନ୍ତର ପ୍ରଶ୍ନରେ ଥାଏ

ଯେବେ ମନଟି ମୋର 

ପ୍ରେମିକା ଗଳିର ଚା'

ଆଃ କି ଲାଗେ ସୁନ୍ଦର।


ରଙ୍ଗ ରୂପରେ ସେ

ସାଧବ ରାଣୀ 

ଆଖିରେ ଆଖିରେ

କହେ କେତେ ଯେ କାହାଣୀ।


ନବ ବଧୂ ପରି ଯେବେ

ସଜେଇ ସେ ହୁଏ 

ତା ଗଳିର ଚା'

ମୋ ଜିଭ ଜାଳିଦିଏ।


ସନ୍ଧ୍ୟା ସମୟରେ

ସେ ଅକୁହା କଥା 

ପ୍ରେମିକା ଗଳିର ଚା'

ସହ ମୋର ହୁଏ ଦେଖା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance