STORYMIRROR

Sudhansu Sekhar Jena

Others

3  

Sudhansu Sekhar Jena

Others

ମୁଁ ତୁମ ଅପେକ୍ଷାରେ

ମୁଁ ତୁମ ଅପେକ୍ଷାରେ

1 min
191

ଆସିଥିଲି ମୁହିଁ 

ତୁମ ଅଫେରା ବାଟକୁ ଚାହିଁ 

ଦୂର ଦିଗବଳୟେରେ 

ତୁମକୁ ଖୋଜି ପାଇଲି ନାହିଁ।


ହୃଦୟରେ ମୋର 

ଆସେ ଅନାବନା ପ୍ରଶ୍ନ 

ଉତ୍ତର ଅପେକ୍ଷାରେ

ଖୋଜି ବୁଲୁଥିଲି ତୁମ ପାଦର ଚିହ୍ନ।


ମୁଁ ତୁମ ଅପେକ୍ଷାରେ..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍