STORYMIRROR

Sudhansu Sekhar Jena

Romance

3  

Sudhansu Sekhar Jena

Romance

ଅଭିମାନୀ ପ୍ରିୟା

ଅଭିମାନୀ ପ୍ରିୟା

1 min
251

ପୂର୍ଣ୍ଣିମାର ଜହ୍ନ ଆଜି 

ତା ଆଗେ ପଡ଼ିଛି ଫିକା।


ବସନ୍ତର ମଳୟ ପବନରେ 

ଅଭିମାନୀ ପ୍ରିୟା ମୋର

ସଜେଇ ଯାଉଛି ନବ ବଧୂ ପରିକା।


ସୁଧାକର ଆଜି କଣେଇ ଚାହୁଁଛି 

ମୋ ଅଭିମାନୀ ପ୍ରିୟାର ସୁନ୍ଦରତା ଦେଖିବାକୁ ଚାହୁଁଛି।


ସମୀରଣ ମୋ ପ୍ରିୟା ଦେଖେ ଛୁଇଁବାକୁ ଚାହେଁ 

ଅଭିମାନୀ ପ୍ରିୟା ମୋର ବିହଙ୍ଗ ପରି ଉଡ଼ି ବୁଲୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance