STORYMIRROR

Dr Susmita Dash

Romance Others

3  

Dr Susmita Dash

Romance Others

ସମ୍ମୋହନ

ସମ୍ମୋହନ

1 min
13.3K


ତବ ସମ୍ମୋହନେ, ବିମୋହିତ ମୁଁ

ହୃଦ କାରାଗାରେ, ଆବଦ୍ଧ ମୁଁ

ବାନ୍ଧି ନିଅ ତୁମ ପ୍ରେମ ଶିକୁଳିରେ,

ରହିଯିବି ଚିରଦିନ ସେ ରୁଦ୍ଧଦ୍ଵାରେ।

ହେଲେ କଥା ଦିଅ,

କରିବ ଉପଯୁକ୍ତ ମୂଲ୍ୟାୟନ ମୋର

ମୋ ସ୍ଥିତିର, ଉଡ଼ାଣର,

ଅହଲ୍ୟା ପ୍ରସ୍ତର ମୁଁ,

ଲଭେ ଯଦି ସାନିଧ୍ୟ ତବ

ପାଇଯିବି ଉଦ୍ଧାର,

କରିବି ସବୁ ସ୍ୱପ୍ନକୁ ସାକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance